Browsing Tag

hurricane in america

ଆମେରିକାରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ‘ଜୁଲିୟା’; ୨୫ ମୃତ, ୧୦୦ରୁ ଊର୍ଦ୍ଧ୍ୱ ଲୋକ ସ୍ଥାନାନ୍ତରିତ

ଆମେରିକାରେ ସାମୁଦ୍ରିକ ଝଡ଼ ଜୁଲିୟା ଧ୍ୱଂସର ତାଣ୍ଡବ ରଚିଛି। ଏହା ସଂସ୍ପର୍ଶରେ ଆସି ଏ ପର୍ଯ୍ୟନ୍ତ ୨୫ ଜଣ ଲୋକଙ୍କ ମୃତ୍ୟୁ ଘଟି ସାରିଛି। ଜୁଲିୟା ପ୍ରଭାବରେ ଗ୍ଵାଟେମାଲା ଓ ଅଲ ସଲ୍ଵାଡୋରରେ ସୋମବାର ମୂଶଳ ଧାରାରେ ବର୍ଷା ହୋଇଥିଲା। ପାଣିପାଗ ବିଶେଷଜ୍ଞଙ୍କ କହିବା ହେଲା, ଏହି ସାମୁଦ୍ରିକ ଝଡ଼…

ଆମେରିକାକୁ ‘ଏଟା’ ଭୟ, ଲ୍ୟାଣ୍ଡଫଲ ପୂର୍ବରୁ ନେବ ଭୟଙ୍କର ରୂପ

କେନ୍ୟୁଜ (ବ୍ୟୁରୋ) : କେନ୍ଦ୍ରୀୟ ଆମେରିକାକୁ ଏଟା ଭୟ । ପଶ୍ଚିମ କାରବିଆନ୍‌ ସାଗରରେ ସୃଷ୍ଟି ହୋଇଛି ହରିକେନ୍‌ ଏଟା । ଏହା ଧୀରେ ଧୀରେ ଶକ୍ତିଶାଳୀ ହେଉଛି । ବର୍ତ୍ତମାନ କ୍ୟାଟାଗୋରୀ ୪ରେ ପରିଣତ ହୋଇଛି । ଆସନ୍ତା ମଙ୍ଗଳବାର ସୁଦ୍ଧା କେନ୍ଦ୍ରୀୟ ଆମେରିକାରେ ଲ୍ୟାଣ୍ଡଫଲ କରିବା ପୂର୍ବରୁ…