Below header
Browsing Tag

hyderabad boy

ବିଶ୍ୱର ସବୁଠୁ ଦ୍ରୁତ “ହ୍ୟୁମାନ କାଲ୍କୁଲେଟର” ହେଲେ ନୀଳକଣ୍ଠ ଭାନୁ, ମେଣ୍ଟାଲ କାଲ୍କୁଲେସନରେ ଭାରତ…

ସାଧାରଣତଃ ଗଣିତ ବିଷୟ ପ୍ରତି ଅଧିକାଂଶଙ୍କର ମନରେ ଏକ ପ୍ରକାର ଭୟ ରହିଥାଏ । ପରୀକ୍ଷା ସମୟ ଆସିଲେ ଛାତ୍ରଛାତ୍ରୀଙ୍କ ମନର ଏହି ଭୟ ଅନେକ ଗୁଣା ବଢିଯାଏ । ହୁଏତ ଆମେ ଭୁଲି ଯାଉଛେ ଯେ ଆମ ଦେଶ ଭାରତରେ ହିଁ ବିଶିଷ୍ଟ ଗଣିତଜ୍ଞ ମାନେ ଜନ୍ମ ନେଇଛନ୍ତି । ଆର୍ଯ୍ୟଭଟଙ୍କ ପରି ଗଣିତଜ୍ଞଙ୍କର ଏହା…