ନୂଆବର୍ଷରେ ହୁଣ୍ଡାଇ ଇଣ୍ଡିଆ ଆଣିଛି ଦମଦାର ଅଫର, ଏବେ କାର ମଡେଲ ଉପରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଫସ ଦେଉଛି…
କାର୍ ପ୍ରେମୀଙ୍କ ପାଇଁ ଖୁସି ଖବର। ଏବେ ହୁଣ୍ଡାଇ ଇଣ୍ଡିଆ ଫେବୃଆରୀ ୨୦୨୨ରେ ନିଜର ପୁପୁଲାର କାର ଉପରେ ବଢ଼ିଆ ଅଫର ରଖିଛି। ଏଥିରେ କ୍ୟାସ ଡିକାଉଣ୍ଟ ସହ ଏକ୍ସଚେଞ୍ଜ ବୋନସ୍ ଏବଂ କର୍ପୋରେଟ ଡିସକାଉଣ୍ଟ ଦିଆହେଉଛି। ତେବେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ ତରଫରୁ ଏହି ଅଫର…