Browsing Tag

IAS SUVENDU FELICITATED

ଆଇଏଏସ୍‌ ଶୁଭେନ୍ଦୁଙ୍କୁ ନିଜ ଗାଁ ରତନପୁରରେ ବିପୁଳ ସମ୍ବର୍ଦ୍ଧନା

ଟାଙ୍ଗି (ଖୋର୍ଦ୍ଧା) : ସିଭି ସର୍ଭିସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ଅନ୍ତର୍ଗତ ରତନପୁର ଗାଁର ଶୁଭେନ୍ଦୁ ପାତ୍ର । ଶୁଭେନ୍ଦୁ ୪୫୬ ର‍୍ୟାଙ୍କ ରଖିଛନ୍ତି । ଗଗନ ପାତ୍ରଙ୍କ ପୁଅ ଶୁଭେନ୍ଦୁ ଆଜି ଗାଁରେ ଆସି ପହଞ୍ଚିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ବିପୁଳ…