Browsing Tag

IAWA

IAWA ସର୍ବ ଭାରତୀୟ ମିସ ଇଣ୍ଡିଆ ଓ କ୍ବାରେଣ୍ଟାଇନ ପ୍ରିନସେସ ଫାଇନାଲରେ କୋରାପୁଟର ଝିଅ ସସ୍ମିତା

କୋରାପୁଟ(କେନ୍ୟୁଜ ବ୍ୟୁରୋ): ରାଜ୍ୟବାହାରେ ଚମକିଲେ କୋରାପୁଟ ଝିଅ ସସ୍ମିତା ନାଗ। ଇନୋଭେଟିଭ ଆର୍ଟିଷ୍ଟ ୱେଲଫେୟାର ଆସୋସିଏସନର ମିସ ଇଣ୍ଡିଆ ଓ କ୍ଵାରେଣ୍ଟଇନ ପ୍ରିନସେସ ନାମକ ଅନଲାଇନ ପ୍ରତିଯୋଗିତାରେ ଭାଗ ନେଇ ଫାଇନାଲରେ ପ୍ରବେଶ କରିଛନ୍ତି ସସ୍ମିତା। ସେ ବଣ୍ଡା ଓ ଦୁରୁଆ କଳା ସଂସ୍କୃତି…