Below header
Browsing Tag

icc womens t20

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ : ଗୁରୁବାର ସେମିଫାଇନାଲ୍‌ରେ ଭାରତ ଭେଟିବ ଇଂଲଣ୍ଡକୁ

ସିଡନୀ : ଆଉ ଗୋଟିଏ ବିଜୟ ଭାରତୀୟ ମହିଳା ଦଳକୁ ପ୍ରଥମଥର ଆଇସିସି ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ରେ ପହଞ୍ଚାଇବ । ଦୁଇଟି ବିଜୟ ଟାଇଟଲ୍‌ ଜିତାଇବ । ଜୋରଦାର ଫର୍ମରେ ଥିବା ଭାରତୀୟ ମହିଳା ଦଳ ୫ ତାରିଖ ସେମିଫାଇନାଲ୍‌ରେ ଇଂଲଣ୍ଡକୁ ଭେଟିବ । ସେହି ଦିନ ଦକ୍ଷିଣ ଆଫ୍ରିକା ଅନ୍ୟ ସେମିଫାଇନାଲ୍‌ରେ…