Below header
Browsing Tag

icc world cup

ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ବାଂଲାଦେଶ, ଇଂଲଣ୍ଡ କଲା ଭଲ ଆରମ୍ଭ

ଆଇସିସି ବିଶ୍ବ କପ୍ ୨୦୧୯ରେ ଆଜିର ପ୍ରଥମ ମ୍ଯାଚରେ ସାମ୍ନାସାମ୍ନି ହୋଇଛନ୍ତି ବାଂଲାଦେଶ ଏବଂ ଇଂଲଣ୍ଡ। ବାଂଲାଦେଶର ଅଧିନାୟକ ମଶରଫେ ମୁତର୍ଜା ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଏହାର ପ୍ରତି ଉତ୍ତରରେ ୧୨ ଓଭରରେ ୮୮ ରନ୍ କରିଛି ଇଂଲଣ୍ଡ। ଶେଷ ମ୍ଯାଚରେ ପରାସ୍ତ…

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଆଫଗାନିସ୍ତାନ, ୧୦ରନରେ ୨ ୱିକେଟ୍

ବ୍ରିଷ୍ଟଲରେ ହେବାକୁ ଥିବା ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛି ଆଫଗାନିସ୍ତାନ। ଏହି ମ୍ୟାଚରେ ସମସ୍ତଙ୍କ ନଜର ଷ୍ଟିଭ ସ୍ମିଥ ଏବଂ ଡେବିଡ ୱିର୍ଣ୍ଣର ଉପରେ ରହିଛି। କହିବାକୁ ଗଲେ ଆଫଗାନିସ୍ତାନର ଆରମ୍ଭ ଖୁବ ଖରାପ ରହିଛି…

ବିଶ୍ୱକପ କ୍ରିକେଟ ପାଇଁ କାଲି ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ, କ୍ୟାପଟେନ୍ କୋହଲି କହିଲେ ସନ୍ତୁଳିତ ଟିମ୍‌

ବିଶ୍ୱକପ କ୍ରିକେଟ ପାଇଁ ଆସନ୍ତାକାଲି ସକାଳେ ଇଂଲଣ୍ଡ ଗସ୍ତ କରିବ ଟିମ ଇଣ୍ଡିଆ। କ୍ରିକେଟ ମହାକୁମ୍ଭରେ ଭାଗ ନେବାକୁ ଯିବା ପୂର୍ବରୁ ବିସିସିଆଇ ମୁଖ୍ୟାଳୟରେ କୋଚ୍‌ ରବି ଶାସ୍ତ୍ରୀ ଓ କ୍ୟାପଟେନ କୋହଲି ଦଳର ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି। କୋହଲି କହିଛନ୍ତି, ଟିମ୍‌ ଇଣ୍ଡିଆ ସନ୍ତୁଳିତ…

ବିଶ୍ୱକପ୍‌ ଆଉ ୯ ଦିନ : କୋହଲିଙ୍କ ଆଗରେ ବିରାଟ ଟେଷ୍ଟ, ବଡ଼ ଟେନସନ୍ ନମ୍ବର ଫୋର୍

ବିଶ୍ୱର ନମ୍ବର ଓ୍ୱାନ୍ କ୍ରିକେଟର ବିରାଟ କୋହଲି। ଜଣେ ବ୍ୟାଟ୍ସମ୍ୟାନ୍ ଭାବରେ ସଫଳତାର ଶୀର୍ଷ ଛୁଇଁଛନ୍ତି । କିନ୍ତୁ ଜଣେ ଟିମ୍ ଲିଡର ଅର୍ଥାତ କ୍ୟାପଟେନ୍ ଭାବରେ ତାଙ୍କ ପରିପକ୍ୱତାକୁ ନେଇ ପ୍ରଶ୍ନ ଉଠୁଛି। ଏବେ ରିଅଲ୍ ଟେଷ୍ଟର ସାମନା କରିବେ ବିରାଟ। ଓ୍ୱାର୍ଲଡ କପ୍ ଟିମ୍‌ର ସେ ଦଳପତି।…