ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଆଫଗାନିସ୍ତାନ, ୧୦ରନରେ ୨ ୱିକେଟ୍

ବ୍ରିଷ୍ଟଲରେ ହେବାକୁ ଥିବା ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛି ଆଫଗାନିସ୍ତାନ। ଏହି ମ୍ୟାଚରେ ସମସ୍ତଙ୍କ ନଜର ଷ୍ଟିଭ ସ୍ମିଥ ଏବଂ ଡେବିଡ ୱିର୍ଣ୍ଣର ଉପରେ ରହିଛି। କହିବାକୁ ଗଲେ ଆଫଗାନିସ୍ତାନର ଆରମ୍ଭ ଖୁବ ଖରାପ ରହିଛି । ମାତ୍ର ୧୦ରନରେ ଟିମ୍ ହରାଇଛି ୨ଟି ୱିକେଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.