ସ୍ୟାଣ୍ଡ ଆର୍ଟ ଜରିଆରେ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଲେ କଟକର ସୂର୍ଯ୍ୟ ନାରାୟଣ
ଆଜି କ୍ରିକେଟ ୱାର୍ଲଡ କପ ଫାଇନାଲ ମ୍ୟାଚ । ଏଥିପାଇଁ ଲୋକଙ୍କ କ୍ରେଜ କହିଲେ ନ ସରେ । ଆଜି ICC ୱାର୍ଲଡ କପ ୨୦୨୩ ଟ୍ରଫିର ବିଜେତା ନିର୍ଧାରିତ ହେବାକୁ ଯାଉଛି । ଏହି ମହା ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯିବା ଏହି…