Browsing Tag

icc world cup

ବିଶ୍ୱକପ ୨୦୨୩ ଟ୍ରଫିକୁ ଫ୍ରାନ୍ସରେ ଅନାବରଣ କଲେ ଉର୍ବଶୀ ରୌତେଲା, ସେୟାର କଲେ ପୋଷ୍ଟ

ବଲିଉଡ ସୁନ୍ଦରୀ କେତେବେଳେ କପଡାକୁ ନେଇ ତ ଆଉ କେତେବେଳେ ଗହଣାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ଉର୍ବଶୀ ଆଇସିସି ବିଶ୍ୱକପ ଟ୍ରଫିକୁ ହାତରେ ଧରି ଚର୍ଚ୍ଚାରେ ରହିଛନ୍ତି । ଉର୍ବଶୀ ନିକଟରେ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଆଇସିସି ବିଶ୍ୱକପ ଟ୍ରଫି ଧରିଥିବାର…

ମହାକାଶରେ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଟ୍ରଫି, ଆଜିଠୁ କରିବ ବିଶ୍ବ ଭ୍ରମଣ

ମହାକାଶରେ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଟ୍ରଫି । ଆଜିଠୁ ବିଶ୍ୱ ଭ୍ରମଣ କରିବ । ୧୮ରୁ ଅଧିକ ଦେଶରେ ପ୍ରଦର୍ଶିତ ହେବ । ଦିନିକିଆ ବିଶ୍ୱକପ୍‌ର ୧୩ତମ ସଂସ୍କରଣକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ଓ ଆଇସିସି ଏକ ଅଭିନବ ଟ୍ରଫି ଭ୍ରମଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । ଗତକାଲି ମହାକାଶକୁ…

ନୂଆ ଜର୍ସିରେ ଟି-୨୦ ବିଶ୍ୱକପ ଖେଳିବ ଟିମ୍‌ ଇଣ୍ଡିଆ, ଲଞ୍ଚ ହେବା ପୂର୍ବରୁ ରୋହିତ-ହାର୍ଦ୍ଦିକଙ୍କ ଭିଡିଓ ଭାଇରଲ

ଭାରତୀୟ କ୍ରିକେଟ ଟିମ୍‌ ଆସନ୍ତା ମାସରୁ ଅଷ୍ଟ୍ରେଲଆରେ ଟି-୨୦ ବିଶ୍ୱକପ୍‌ ନୂଆ ଜର୍ସିରେ ଖେଳିବ। ଟିମର ଅଫିସିଆଲ କିଟ୍‌ ସ୍ପନ୍ସର MPL Sports ଏହା ଘୋଷଣା କରିଛି। ଏମପିଏଲ ସ୍ପୋଟର୍ସ ଘୋଷଣା କରିଛି କି, ମେନ ଇନ ବ୍ଲୁ ଆଗାମୀ ଟି-୨୦ ବିଶ୍ୱକପ୍‌ ୨୦୨୨ରେ ନୂଆ ଜର୍ସିରେ ଖେଳିବେ। ଏମପିଏଲ୍‌…

ICC ଟି-୨୦ ମହିଳା ୱାଲ୍ଡ କପରେ ବିଶ୍ବ ବିଜେତା ହେଲା ଅଷ୍ଟ୍ରେଲିଆ, ୯୯ ରନରେ ଅଲଆଉଟ ହେଲା ଭାରତ

କେନ୍ୟୁଜ୍(ବ୍ୟୁରୋ): ICC ମହିିଳା ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଚାମ୍ପିଅନ । ଫାଇନାଲରେ ଭାରତକୁ ୮୫ ରନରେ ହରାଇ ୫ମ ଥର ପାଇଁ ବିଶ୍ୱ ବିଜେତା ହୋଇଛି କଙ୍ଗାରୁ ଦଳ । ୧୮୫ ରନ୍‌କୁ ଟାର୍ଗେଟ କରୁଥିବା ଭାରତୀୟ ମହିଳା ଦଳ ୧୯ ଦଶମିକ ୧ ଓଭରରେ ଅଲଆଉଟ ହୋଇଛି । ଭାରତ ପକ୍ଷରୁ ଦୀପ୍ତି…

ବିଶ୍ୱକପ୍ : ହାଇଭୋଲଟେଜ୍ ମୁକାବିଲାର ପ୍ରାରମ୍ଭ, ୧୧ ବର୍ଷ ପରେ ପୁଣି ମୁହାଁମୁହିଁ ହେବେ କୋହଲି ଓ ଓ୍ଵିଲିୟମସନ୍‌

ଆସନ୍ତା ମଙ୍ଗଳବାର ବିଶ୍ୱକପ୍ ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ପୁଣି ଥରେ ବିଶ୍ୱକପ୍ ସେମିଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଦଳର ଅଧିନାୟକ ବିରାଟ କୋହଲି ଓ ନ୍ୟୁଜିଲାଣ୍ଡ ଅଧିନାୟକ ଓ୍ଵିଲୟମସନ୍ । ୨୦୦୮ ଅଣ୍ଡର ୧୯ ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ…

ପଏଣ୍ଟ ଟେବୁଲର ଶୀର୍ଷରେ ଟିମ୍ ଇଣ୍ଡିଆ, ସେମିଫାଇନାଲରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ମୁକାବିଲା

ପଏଣ୍ଟ ଟେବୁଲର ବାଦଶାହ ହେଲା ଟିମ୍ ଇଣ୍ଡିଆ । ଶେଷ ଲିଗ୍ ମ୍ୟାଚ୍ ପରେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ବିରାଟ ବାହିନୀ । ଗତକାଲି ଟିମ୍ ଇଣ୍ଡିଆ ତାର ଶେଷ ଲିଗ୍ ମ୍ୟାଚରେ ଶ୍ରୀଲଙ୍କାକୁ ୭ ଓ୍ଵିକେଟରେ ହରାଇବା ପରେ ଦଳର ପଏଣ୍ଟ ପହଞ୍ଚିଥିଲା ୧୫ରେ । ଏପଟେ ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା…

ଆଫଗାନିସ୍ତାନ ସାମ୍ନାରେ ୨୬୩ରନର ଟାର୍ଗେଟ ରଖିଲା ବାଂଲାଦେଶ

ଇଂଲଣ୍ଡ : ଆଜି ଆଇସିସି ବିଶ୍ବ କପ ୨୦୧୯ର ୩୧ତମ ମ୍ୟାଚ ସାଉଥମ୍ପଟନରେ ଆଫଗାନିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଆଫଗାନିସ୍ତାନ ଟସ ଜିତି ପ୍ରଥମେ ଫିଲଡିଂ କରିବାର ନିର୍ଣ୍ଣୟ ନେଇଥିଲା। ଆଉଟଫିଲ୍ଡ ଓଦା ଥିବାରୁ ଆଜି ମ୍ୟାଚ ୧୦ ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା। ଅଲରାଉଣ୍ଡର…

ଟିମ୍ ଇଣ୍ଡିଆକୁ ଆଉ ଏକ ବଡ଼ ଝଟକା, ବିଜୟ ଶଙ୍କର ହେଲେ ଆହତ

ନୂଆଦିଲ୍ଲୀ : ଆଇସିସି ବିଶ୍ବକପ୍ ୨୦୧୯ରେ ଟିମ୍ ଇଣ୍ଡିଆକୁ ଆଉ ଏକ ବଡ ଝଟକା । ଶିଖର ଧୱନ ଆହତ ହେବା ପରେ ଏବେ ପୁଣି ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଆହତ ହେବା ଖବର ମିଳିଛି। ପିଟିଆଇରୁ ମିଳିଥିବା ସୂଚନା ମୁତାବକ, ଅଭ୍ଯାସ ମ୍ଯାଚ ସମୟରେ ବିଜୟ ଶଙ୍କର ଆହତ ହୋଇଛନ୍ତି। ବିଜୟ ଶଙ୍କର ନେଟ୍ସରେ…

ରଦ୍ଦ ହୋଇପାରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ଆଇସିସି ବିଶ୍ବକପ୍ ୨୦୧୯ରେ ଭାରତୀୟ କ୍ରିକେଟ ଦଳ ପ୍ରଥମ ଦୁଇ ମ୍ୟାଚ ଜିତି ସାରିଛି। ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଏବଂ ଦ୍ବିତୀୟରେ ଅଷ୍ଟ୍ରେଲିଆକୁ ହରାଇ ବିଜୟ ହାସଲ କରିଛି ଭାରତ। ତେବେ ଆସନ୍ତାକାଲି  ଦିନ ଭାରତର ମୁକାବିଲା ନ୍ୟୁଜିଲାଣ୍ଡ ସହ ହେବାକୁ ଯାଉଛି। କିନ୍ତୁ…

ପାକିସ୍ତାନ କଲା ବିଶ୍ବକପ ବିଜ୍ଞାପନରେ ଅଭିନନ୍ଦନଙ୍କର ଅବିକଳ ନକଲ, ଦେଖନ୍ତୁ ଭିଡିଓ

କ୍ରିକେଟ ହେଉବା ଅନ୍ଯ ଯେକୌଣସି ଖେଳ ସବୁବେଳେ ଭାରତ ଏବଂ ପାକିସ୍ତାନ ମୁକାବିଲାରେ ଦୁଇ ଦେଶରେ ଦେଖିବାକୁ ମିଳିଥାଏ ଉତ୍ସାହର ମାହୋଲ। ଏବେ ସାରା ଦୁନିଆରେ କ୍ରିକେଟ ବିଶ୍ବକପର ଫିବର ଚାଲିଥିବା ବେଳେ ଆଗକୁ ମୈଦାନ ସାମ୍ନାସାମ୍ନୀ ହେବାକୁ ଯାଉଛନ୍ତି ଭାରତ ଏବଂ ପାକିସ୍ତାନ। ତେବେ ଏହାକୁ ଅଧିକ…

ଲଗାତାର ଦ୍ବିତୀୟ ଦିନ ବର୍ଷା ପାଇଁ ବାତିଲ ହେଲା ଖେଳ, ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚ ରଦ୍ଧ

ନୂଆଦିଲ୍ଲୀ : ଆଇସିସି ବିଶ୍ବକପ୍ ୨୦୧୯ର ୧୬ତମ ମ୍ଯାଚ୍ ଆଜି ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ବ୍ରିଷ୍ଟଲ ମୈଦାନରେ ହେବାକୁ ଥିଲା। କିନ୍ତୁ ଅନବରତ ବର୍ଷା କାରଣରୁ ମ୍ଯାଚକୁ ବାତିଲ କରିବାକୁ ପଡିଛି। ଦୀର୍ଘ ସମୟ ଧରି ବର୍ଷା ହେବା କାରଣରୁ ଟସ ମଧ୍ୟ କରାଯାଇନଥିଲା। ବାଂଲାଦେଶର ବିଶ୍ବକପରେ…

ଲଗାତାର ହାରିବା ପରେ ପ୍ରଥମ ବିଜୟ ପାଇଁ ଆଜି ଦକ୍ଷିଣ ଆଫ୍ରିକାର ପ୍ରୟାସ

ହାରିବାର ହାଟ୍ରିକ କରିସାରିଥିବା ଦକ୍ଷିଣ ଆଫ୍ରିକା ଆଜି ତାହାର ଚତୁର୍ଥ ମ୍ୟାଚ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବାକୁ ଯାଉଛି। ଆଜି ଉଦ୍ଭୟ ଦଳ ରୋଜ୍ ବାଉଲ ମୈଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ତେବେ ପ୍ରଥମ ତିନିଟି ମ୍ୟାଚରେ ଇଂଲଣ୍ଡ, ବାଂଲାଦେଶ ଏବଂ ଭାରତରୁ ହାରିବା ପରେ ଦକ୍ଷିଣ…