Below header

ଲଗାତାର ଦ୍ବିତୀୟ ଦିନ ବର୍ଷା ପାଇଁ ବାତିଲ ହେଲା ଖେଳ, ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚ ରଦ୍ଧ

ନୂଆଦିଲ୍ଲୀ : ଆଇସିସି ବିଶ୍ବକପ୍ ୨୦୧୯ର ୧୬ତମ ମ୍ଯାଚ୍ ଆଜି ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ବ୍ରିଷ୍ଟଲ ମୈଦାନରେ ହେବାକୁ ଥିଲା। କିନ୍ତୁ ଅନବରତ ବର୍ଷା କାରଣରୁ ମ୍ଯାଚକୁ ବାତିଲ କରିବାକୁ ପଡିଛି। ଦୀର୍ଘ ସମୟ ଧରି ବର୍ଷା ହେବା କାରଣରୁ ଟସ ମଧ୍ୟ କରାଯାଇନଥିଲା।

ବାଂଲାଦେଶର ବିଶ୍ବକପରେ ଖୁବ ଦମଦାର ପ୍ରାରମ୍ଭ ହୋଇଥିଲା। ଦଳ ଦକ୍ଷିଣଆଫ୍ରିକା ବିରୋଧରେ ୬ ୱିକେଟରେ ୩୩୦ରନ କରିଥିଲେ। ତେବେ ଶ୍ରୀଲଙ୍କାର ଆରମ୍ଭ ଭଲ ରହିନଥିବା ବେଳେ ଆଗକୁ ଥିବା ମ୍ଯାଚକୁ ନେଇ ଖୁବ ଉତ୍ସାହିତ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.