Below header

ଲଗାତାର ହାରିବା ପରେ ପ୍ରଥମ ବିଜୟ ପାଇଁ ଆଜି ଦକ୍ଷିଣ ଆଫ୍ରିକାର ପ୍ରୟାସ

ହାରିବାର ହାଟ୍ରିକ କରିସାରିଥିବା ଦକ୍ଷିଣ ଆଫ୍ରିକା ଆଜି ତାହାର ଚତୁର୍ଥ ମ୍ୟାଚ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବାକୁ ଯାଉଛି। ଆଜି ଉଦ୍ଭୟ ଦଳ ରୋଜ୍ ବାଉଲ ମୈଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି।

ତେବେ ପ୍ରଥମ ତିନିଟି ମ୍ୟାଚରେ ଇଂଲଣ୍ଡ, ବାଂଲାଦେଶ ଏବଂ ଭାରତରୁ ହାରିବା ପରେ ଦକ୍ଷିଣ ଆଫ୍ରିକା ପାଇଁ ଆଜିର ମ୍ୟାଚ ଜିତିବା ଖୁବ ଜରୁରୀ ହୋଇଯାଇଛି। ତେବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଜୟ ହାସଲ କରିବା କିଛି ସହଜ ନୁହଁ। କାରଣ ଓେ୍ଷ୍ଟଇଣ୍ଡିଜ ଗତ ମ୍ୟାଚରେ ପାକିସ୍ତାନକୁ ଖୁବ ବଡ ସ୍କୋରରେ ହରାଇଥିଲେ। ଏଣୁ ଏବେ ଦେଖିବା ବାକି ରହିଲା ଆଜିର ହାଇଭୋଲଟେଜ୍ ମୁକାବିଲାରେ କଣ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.