Below header

ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ବାଂଲାଦେଶ, ଇଂଲଣ୍ଡ କଲା ଭଲ ଆରମ୍ଭ

ଆଇସିସି ବିଶ୍ବ କପ୍ ୨୦୧୯ରେ ଆଜିର ପ୍ରଥମ ମ୍ଯାଚରେ ସାମ୍ନାସାମ୍ନି ହୋଇଛନ୍ତି ବାଂଲାଦେଶ ଏବଂ ଇଂଲଣ୍ଡ। ବାଂଲାଦେଶର ଅଧିନାୟକ ମଶରଫେ ମୁତର୍ଜା ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଏହାର ପ୍ରତି ଉତ୍ତରରେ ୧୨ ଓଭରରେ ୮୮ ରନ୍ କରିଛି ଇଂଲଣ୍ଡ।

ଶେଷ ମ୍ଯାଚରେ ପରାସ୍ତ ହେବା ନିଜ ଟିମରେ କିଛିଟା ପରିବର୍ତ୍ତନ କରିଛି ଇଂଲଣ୍ଡ। ଖେଳାଳି ମୋଇନ ଅଳ୍ଲିଙ୍କ ସ୍ଥାନରେ ଲିୟାମ୍ ଫ୍ଳଙ୍କେଟଙ୍କୁ ମଉକା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.