Below header
Browsing Tag

IGIT College

ଛୋଟ କଥାରୁ ଗଣ୍ଡଗୋଳ, ଢେଙ୍କାନାଳ ସରାଙ୍ଗ IGIT କଲେଜ କ୍ୟାମ୍ପସରେ ଉତ୍ତେଜନା

ଢେଙ୍କାନାଳ(କେ.ନ୍ୟୁଜ): ଅଶାନ୍ତ କଲେଜ କ୍ୟାମ୍ପସ। ଢେଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ଆଇଜିଆଇଟି କଲେଜ କ୍ୟାମ୍ପସରେ ଉତ୍ତେଜନା। ବିଟେକ ତୃତୀୟ ବର୍ଷ ଓ ଶେଷ ବର୍ଷ ଛାତ୍ରଙ୍କ ଗଣ୍ଡଗୋଳ ହୋଇଛି। ଏଥିପାଇଁ କ୍ୟାମ୍ପସରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। କୌଣସି କଥାକୁ ନେଇ ପ୍ରଥମେ କଥା…