ଛୋଟ କଥାରୁ ଗଣ୍ଡଗୋଳ, ଢେଙ୍କାନାଳ ସରାଙ୍ଗ IGIT କଲେଜ କ୍ୟାମ୍ପସରେ ଉତ୍ତେଜନା

ଢେଙ୍କାନାଳ(କେ.ନ୍ୟୁଜ): ଅଶାନ୍ତ କଲେଜ କ୍ୟାମ୍ପସ। ଢେଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ଆଇଜିଆଇଟି କଲେଜ କ୍ୟାମ୍ପସରେ ଉତ୍ତେଜନା। ବିଟେକ ତୃତୀୟ ବର୍ଷ ଓ ଶେଷ ବର୍ଷ ଛାତ୍ରଙ୍କ ଗଣ୍ଡଗୋଳ ହୋଇଛି। ଏଥିପାଇଁ କ୍ୟାମ୍ପସରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। କୌଣସି କଥାକୁ ନେଇ ପ୍ରଥମେ କଥା କଟାକଟି ହୋଇଥିଲା। ପରେ ଉଗ୍ର ରୂପ ନେଇଥିଲା ଗଣ୍ଡଗୋଳ। ଏନେଇ କଲେଜର ୩ଟି ହଷ୍ଟେଲ ଛାଡିବାକୁ ଛାତ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.