IIL ଆଇନ ଛାତ୍ର, ଶିକ୍ଷାବିତ ଓ ଆଇନବୃତ୍ତିଧାରୀଙ୍କୁ ଏକସୂତ୍ରରେ ବାନ୍ଧି ରଖିବ: ଜଷ୍ଟିସ୍ ଭି. ରାମସୁବ୍ରମଣ୍ୟମ୍
କେନ୍ୟୁଜ୍(ବ୍ୟୁରୋ): ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ-ଆଇଆଇଏଲ୍ର ଭିତ୍ତିପ୍ରସ୍ତର ଉତ୍ସବ ଅନୁଷ୍ଠିତ। କିଟ୍ ବିଶ୍ୱବିଦ୍ୟାଳୟ ଭାରତୀୟ ବାର୍ କାଉନସିଲ୍ ଟ୍ରଷ୍ଟ ଓ କିଟ୍ ପକ୍ଷରୁ ଭିତ୍ତିପ୍ରସ୍ତର ଉତ୍ସବ ସଂପନ୍ନ ହୋଇଛି। କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଉଦୟ…