ଏବେ IIT ରେ ଆଡମିଶନ ନେଇପାରିବେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ, ଜାଣନ୍ତୁ କେମିତି
ଏବେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ ବି ଆଇଆଇଟିରେ ନେଇ ପାରିବେ ଆଡମିଶନ୍। ପୂର୍ବରୁ କେବଳ ଟେକ୍ନିକାଲ ପିଲା ହିଁ ଏହି କୋର୍ସରେ ଆଡମିଶନ୍ କରିପାରୁଥିବା ବେଳେ ଏବେ କଳା ଓ ବାଣିଜ୍ୟ ପିଲା ବି ଏହି ସୁଯୋଗ ପାଇବେ। ଆଇଆଇଟି ବମ୍ବେ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଏହି ସୁଯୋଗ ଦିଆଯାଉଛି।…