ଭାରତୀୟ ବିଷବିଜ୍ଞାନ ଅନୁସନ୍ଧାନ ସଂସ୍ଥାରେ ନିଯୁକ୍ତି ସୁଯୋଗ, ଖାଲି ପଡିଛି ୩୪ ପଦବୀ
ଭାରତୀୟ ବିଷବିଜ୍ଞାନ ଅନୁସନ୍ଧାନ ସଂସ୍ଥା (ଆଇଆଇଟିଆର), ଲକ୍ଷ୍ନୌ ପକ୍ଷରୁ କେମିକାଲ ସାଇନ୍ସ ଏବଂ ଷ୍ଟାଟିଷ୍ଯିକ୍ସ ବିଭାଗରେ ଟେକ୍ନିକାଲ ଆସିଷ୍ଟାଣ୍ଟ ଏବଂ ସିଭିଲ୍, ଇଲେକ୍ଟ୍ରିକାଲ ଏବଂ ଲାଇବ୍ରେରୀ ସାଇନ୍ସ ବିଭାଗରେ ଟେକ୍ନିକାଲ ଅଫିସର ପଦବୀରେ ନିିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି…