Below header
Browsing Tag

Illegal cannabis smuggling

ଗଞ୍ଜେଇ ବେପାରରେ ବ୍ୟାଙ୍କ କର୍ମଚାରୀ: ୨ ଚୋରା ଚାଲାଣକାରୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ STF

ଭୁବନେଶ୍ବର(କେନ୍ୟୁଜ୍): ଗଞ୍ଜେଇ ବେପାରରେ ବ୍ୟାଙ୍କ କର୍ମଚାରୀ। ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର କ୍ଲର୍କ କମ କ୍ୟାସିୟର ସୁଶାନ୍ତ କୁମାର ସାହୁ କରୁଥିଲେ ଚୋରା ଗଞ୍ଜେଇ ଚାଲାଣ। ଦୁଇ ଜଣ ଚୋରା ଚାଲାଣକାରୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ STF। ଗଞ୍ଜେଇ ଚୋରା ଚାଲାଣ ବେଳେ ଅନୁଗୁଳ ଜିଲ୍ଲା…

କନ୍ଧମାଳ ସୁରୁକୁଇ ଘାଟି ଦେଇ ବେଆଇନ୍‌ ଗଞ୍ଜେଇ ଚାଲାଣବେଳେ କାବୁ କଲା ପୋଲିସ୍, ୨ ଗିରଫ

କନ୍ଧମାଳ(କେନ୍ଯୁଜ୍): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସୁରୁକୁଇ ଘାଟି ଦେଇ ବେଆଇନ୍‌ ଗଞ୍ଜେଇ ଚୋରାଚାଲାଣବେଳେ ପର୍ଦାଫାଶ୍ ।  ଭୁବନେଶ୍ୱରକୁ ଚୋରାଚାଲାଣ ହେଉଥିବାବେଳେ ବିଶେଷ ସୂତ୍ରରୁ ଖବର ପାଇଥିଲା ଫିରିଙ୍ଗିଆ ପୋଲିସ୍ । ପୂର୍ବ ସୁଚନା ମୁତାବକ ସୁରୁକୁଇ ଘାଟି ନିକଟରେ ଏକ ଗାଡିକୁ…