Below header
Browsing Tag

illegal crusher

ଢେଙ୍କାନାଳରେ ଚାଲିଥିବା ବେଆଇନ କ୍ରସରକୁ ୫ କୋଟି ଟଙ୍କାର ଜରିମାନା, ଦଣ୍ଡିତ କଲେ ଜାତୀୟ ଗ୍ରୀନ୍ ଟ୍ରିବୁନାଲ

ଢେଙ୍କାନାଳ(କେନ୍ଯୁଜ୍): ଢେଙ୍କାନାଳ ଜିଲ୍ଲାରେ ଚାଲିଥିବା ବେଆଇନ କ୍ରସରକୁ ୫ କୋଟି ଟଙ୍କାର ଜରିମାନା । ପରିବେଶରେ ହୋଇଥିବା କ୍ଷତିର ଭରଣା ପାଇଁ ସଂପୃକ୍ତ କ୍ରସର କମ୍ପାନୀକୁ ଦଣ୍ଡିତ କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବୁନାଲ । ଏକ ମାସ ମଧ୍ୟରେ ଏହି ୫ କୋଟି ଟଙ୍କା ରାଜ୍ୟ ପଲ୍ୟୁସନ କଣ୍ଟ୍ରୋଲ…

ଆକ୍ସନ ମୋଡ଼ରେ ଯାଜପୁର ଜିଲ୍ଲା ପ୍ରଶାସନ : ଦ୍ଵିତୀୟ ଦିନ ସୁଦ୍ଧା ଭଙ୍ଗାଗଲା ୪୬ଟି ବେଆଇନ କ୍ରସର ୟୁନିଟ

ଯାଜପୁର(କେନ୍ୟୁଜ) : ଫୁଲ ଆକ୍ସନ ମୋଡ଼ରେ ଯାଜପୁର ଜିଲ୍ଲା ପ୍ରଶାସନ। ପ୍ରଶାସନ ପକ୍ଷରୁ ବେଆଇନ କ୍ରସର ୟୁନିଟ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଦ୍ଵିତୀୟ ଦିନ ସୁଦ୍ଧା ଧର୍ମଶାଳା ତହସିଲ ଅଧୀନରେ ଥିବା ୪୬ଟି କ୍ରସର ୟୁନିଟକୁ ଭାଙ୍ଗିଛି ଜିଲ୍ଲା ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ। ଗତକାଲି ପ୍ରଥମ…

ଶିମିଳିପାଳ ଅଭୟାରଣ୍ୟରୁ ବନ୍ଦ ହେବ ବେଆଇନ୍ ପଥର ଖାଦାନ, ୧୪୪ ଧାରା ଜାରି କରିଛି ପ୍ରଶାସନ

ମୟୁରଭଞ୍ଜ (କେନ୍ୟୁଜ୍) : ଶିମିଳିପାଳ ଅଭୟାରଣ୍ୟରୁ ବନ୍ଦ ହେବ ବେଆଇନ୍ ପଥର ଖାଦାନ । ସମସ୍ତ ପଥର ଖାଦାନରେ ୧୪୪ ଧାରା ଜାରି କରିଛି ପ୍ରଶାସନ । ଜଙ୍ଗଲର ୧୦ କିଲୋମିଟର ଭିତରେ ଖାଦାନ ବନ୍ଦ କରାଯିବ । ବେଆଇନ୍ ଖାଦାନମାନଙ୍କରେ ନାଲି ପତାକା ଲଗାଇବା ସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ…