Below header
Browsing Tag

illegal firecrackers seized

କରଞ୍ଜିଆ NACରେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ବାଣ ଜବତ

କରଞ୍ଜିଆ(କେନ୍ୟୁଜ୍): ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ । ଲକ୍ଷାଧିକ ଟଙ୍କାର ବାଣ ଜବତ । ଗତକାଲି ରାତିରେ କରଞ୍ଜିଆ ପୋଲିସ କୌଣସି ସୂତ୍ରରୁ ଖବରପାଇ କରଞ୍ଜିଆ NACରେ ଏକ ବେଆଇନ ବାଣ ଗୋଦାମ ଘରେ ଚଢ଼ାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ଗଛିତ ବେଆଇନ ବାଣ ଜବତ କରିଛି କରଞ୍ଜିଆ ପୋଲିସ ।…

ଜଗତପୁର ଅଞ୍ଚଳରେ ବେଆଇନ୍ ବାଣ ଗୋଦାମ ଉପରେ କମିଶନରେଟ୍‌ ପୋଲିସର ରେଡ୍: ୧୦ଲକ୍ଷ ଟଙ୍କାରୁ ଅଧିକ ବାଣ ଜବତ, ୩ ଅଟକ

ଜଗତପୁର: ପୁଣି ବେଆଇନ୍ ବାଣ ଗୋଦାମରେ ରେଡ୍‌। ବେଆଇନ ଭାବେ ବାଣ ତିଆରି କରିବା ଓ ଗଛିତ ରଖିବା ଅଭିଯୋଗରେ ଜଗତପୁର ଅଞ୍ଚଳରେ ଚଢାଉ କରିଛି କମିଶନରେଟ୍‌ ପୋଲିସ। ଚଢାଉ ବେଳେ ବିପୁଳ ପରିମାଣର ବାଣ ଓ ବାଣ ତିଆରି ସରଞ୍ଜାମ ଜବତ କରାଯାଇଛି। ଜବତ ବାଣର ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ହେବ।…