Browsing Tag

illegal parking

ରାସ୍ତା ଉପରେ ଗାଡି ରଖିଲେ ଦେବାକୁ ହେବ ଜରିମାନା, ବେଆଇନ ପାର୍କିଂ କଲେ ଉଠାଇନେବ କ୍ରେନ୍‌

ଏଣିକି ଭୁବନେଶ୍ୱରରେ ୬ଟି ରାସ୍ତାରେ ଗାଡି ପାର୍କିଂ କଲେ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା । ଓଡ଼ିଶା ଅର୍ବାନ ପୋଲିସ ଆକ୍ଟ ଅନୁସାରେ ସହରରେ ବେଆଇନ ପାର୍କିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜଭବନରୁ କଳାରାହାଙ୍ଗ ଛକ, ଏୟାରପୋର୍ଟରୁ ନାଲକୋ ଛକ,…