Below header
Browsing Tag

illegal rice truck seized

ରେଢାଖୋଲରୁ ୪ଟି ବେଆଇନ ଧାନ ବୋଝେଇ ଟ୍ରକ୍‌ ଜବତ

ରେଢାଖୋଲ: ରେଢାଖୋଲରୁ ୪ଟି ବେଆଇନ ଧାନ ବୋଝେଇ ଟ୍ରକ୍‌ ଜବତ । ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇ ଚଢଉ କରାଯାଇଥିଲା । ସମସ୍ତ ଗାଡି ଗୁଡିକୁ ଜିଲ୍ଲା ବାହାରର ହୋଇଥିବା ବେଳେ କୌଣସି କାଗଜପତ୍ର ଠିକ୍‌ ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।…