Browsing Tag

imd alert

ଟ୍ଵିନ ସିଟିରେ ଘନ କୁହୁଡି, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ କମିଛି ଶୀତ । କିନ୍ତୁ କୁହୁଡ଼ିରୁ ନିସ୍ତାର ନାହିଁ । ସକାଳୁ ସକାଳୁ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ଘନ କୁହୁଡି । ଆଗାମୀ ୩ ଦିନ ଯାଏ ଜାରି ରହିବ ପ୍ରଭାବ । ଅଧାରୁ ଅଧିକ ଜିଲ୍ଲାରେ ଘନ କୁହୁଡ଼ି ଜାରି ରହିବ । ଆଜି ପାଇଁ ୧୧ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ଦିଆଯାଇଥିଲା ୟେଲୋ ୱାର୍ଣ୍ଣିଂ…

ତାତି ଓ ଗୁଳୁଗୁଳିରୁ ମିଳିବ ତ୍ରାହି, ୨ ତାରିଖରୁ ବର୍ଷିବ !

ତାତି ଓ ଗୁଳୁଗୁଳିରୁ ମିଳିବ ତ୍ରାହି । ୨ ତାରିଖରୁ ଭୀଷଣ ବର୍ଷିବ । ଗତ କିଛି ଦିନ ହେବ ଦୁର୍ବଳ ମୌସୁମୀ ଯୋଗୁ ରାଜ୍ୟରେ ବର୍ଷାର ନା ଗନ୍ଧ ନାହିଁ । ବିଭିନ୍ନ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ଦେଖାଦେଇଛି । ବର୍ଷାକୁ ରାଜ୍ୟବାସୀ ଅନାଇ ରହିଥିବା ବେଳେ ଆଶ୍ବସ୍ତିକର ଖବର ଦେଇଛି ପାଣିପାଗ ବିଭାଗ ।…

ଲଗାଣ ବର୍ଷାରେ ବେହାଲ୍‌ ହୋଇପଡିଛି ଉତ୍ତର ଭାରତ; ୟେଲୋ, ଅରେଞ୍ଜ, ରେଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ ଲାଗି ରହିଛି । ଉତ୍ତର ଭାରତରେ ଜଳପ୍ରଳୟ ଆସିଛି। ଲଗାଣ ବର୍ଷା ଆଣିଛି ବିତ୍ପାତ । ପ୍ରବଳ ବର୍ଷା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଗତ ଦୁଇ ଦିନର ମୂଷଳାଧାରାରେ ବର୍ଷା ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଜଳପ୍ରଳୟ ଆଣିଛି । ଦିଲ୍ଲୀଠାରୁ ଆରମ୍ଭ କରି…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ; ବାତ୍ୟାର ରୂପ ନେବା ସମ୍ଭାବନା ନାହିଁ :IMD

ଭୁବନେଶ୍ୱର (କେନ୍ୟୁଜ): ଖରାଦିନେ ବାତ୍ୟା ଭୟ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ବାତ୍ୟାର ରୂପ ନେଇପାରେ । ବିଭିନ୍ନ ପାଣିପାଗ ସଂସ୍ଥା ଏଭଳି ପୂର୍ବାନୁମାନ କରୁଛନ୍ତି । ଏବେ ଭାରତ ମହାସାଗରର ବିଷୁବରେଖା ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଧୀରେ ଧୀରେ ଘନୀଭୂତ ହେବ । ୨୦…

ଆଗାମୀ ୪-୫ ଦିନରେ ପ୍ରବଳ ବର୍ଷା, ଆଉ ବର୍ଷା ପରେ ପଡିବ ପ୍ରବଳ ଥଣ୍ଡା : ଚେତାବନୀ ଦେଲା ପାଣିପାଗ ବିଭାଗ

ଶୀତ ଦିନରେ ଲଘୁଚାପ ବର୍ଷା ଏବଂ ବାତ୍ୟା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି। ପ୍ରାୟ ଚାଷୀଙ୍କର ବର୍ଷର ଅମଳ ଉଜୁଡିଯାଇଛି। ଏହା ମଧ୍ୟରେ ଆଗକୁ ପୁଣି ବର୍ଷା ହେବାର ଆକଳନ କରି ପାଣିପାଗ ବିଭାଗ ସୂଚନା ଦେଇଛି। ଆଉ ବର୍ଷା ପରେ ପ୍ରବଳ ଥଣ୍ଡା ମଧ୍ୟ ପଡିବ ବୋଲି ମଧ୍ୟ ପାଣିପାଗ ବିଭାଗ କହିଛି।…