Browsing Tag

imli water

ନିୟମିତ ତେନ୍ତୁଳି ପାଣି ପିଅନ୍ତୁ, ଦୂର ହେବ ମୋଟାପଣ ସହ ଏସବୁ ଗମ୍ଭୀର ରୋଗ

ତେନ୍ତୁଳି ନାଁ ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଏ। ପିଲାବେଳେ ପ୍ରାୟ ସମସ୍ତେ ତେନ୍ତୁଳି ଖାଇଥିବେ। କିନ୍ତୁ ସେତେବେଳେ ଏହାର ଫାଇଦା ବିଷୟରେ କେହି ଜାଣିନଥିଲେ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତେନ୍ତୁଳିରେ ବହୁ ଔଷଧୀୟ ଗୁଣ ରହିଛି ଯାହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ। ତେନ୍ତୁଳିରେ…