Browsing Tag

importance and puja

ଆଜି ଅନନ୍ତ ଚତୁର୍ଦ୍ଦଶୀ, ଜାଣନ୍ତୁ ପୂଜାର ମୂହୁର୍ତ୍ତ ଏବଂ ମହତ୍ୱ

ହିନ୍ଦୀ ପଞ୍ଚାଙ୍ଗ ଅନୁସାରେ, ଭାଦ୍ରପଦ ମାସର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିକୁ ଅନନ୍ତ ଚତୁଦ୍ଦର୍ଶୀ ପୂଜା କରାଯାଏ। ଏହି ବର୍ଷ ଅନନ୍ତ ଚତୁର୍ଦ୍ଦଶୀ ୧ ସେପ୍ଟେ୍ଵମ୍ବର ଅର୍ଥାତ୍‌ ଆଜି ପଡୁଛି। ଏହିଦିନ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ଅନନ୍ତ ସ୍ୱରୂପର ପୂଜା କରାଯାଇଥାଏ। ଅନନ୍ତ ଚତୁର୍ଦ୍ଦଶୀ ଦିନ…

ଆଜି ଚୈତ୍ର ପୂର୍ଣ୍ଣିମା, ଜାଣନ୍ତୁ ଏହାର ପୂଜାବିଧି ଏବଂ ମହତ୍ୱ

ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଚୈତ୍ର ମାସରେ ପଡୁଥିବା ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଛି। ଏହିଦିନ ଭଗବାନ ବିଷ୍ଣୁଙ୍କ ଭକ୍ତ ସତ୍ୟନାରାୟଣଙ୍କ ପୂଜା କରି କୃପା ପାଇବା ପାଇଁ ମଧ୍ୟ ପୂର୍ଣ୍ଣିମା ଦିନ ଉପବାସ କରିଥାନ୍ତି। ପୌରାଣିକ ମାନ୍ୟତା ଅନୁଯାୟୀ ଚୈତ୍ର ପୂର୍ଣ୍ଣିମା ଦିନ ଭଗବାନ ଶ୍ରୀକୃଷ୍ଣ…