Browsing Tag

in

ଦୁଇ ବର୍ଷ ପରେ ପୁଣି ଭାରତୀୟ ବଜାରକୁ ଫେରୁଛି Micromax, ଆଣିଛି ବଜେଟ ସ୍ମାର୍ଟଫୋନ

ଭାରତୀୟ ସ୍ମାର୍ଟଫୋନ ମେକର ମାଇକ୍ରୋମାକ୍ସ ପୁଣି ଥରେ ମାର୍କେଟକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛି । ଆଜି କମ୍ପାନୀ In ସିରିଜର ନୂଆ ସ୍ମାର୍ଟଫୋନ ଲଞ୍ଚ କରିବ। କମ୍ପାନୀ ୨ ବର୍ଷ ଧରି କୌଣସି ବି ଫୋନ୍ ଲଞ୍ଚ୍ କରିନି।  ସୂଚନା ଅନୁସାରେ ମାଇକ୍ରୋମାକ୍ସର ଭର୍ଚୁଆଲ ଇଭେଣ୍ଟ ଦିନ ୧୨ଟାରୁ ଆରମ୍ଭ…

ପ୍ରବଳ ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ !

ମୁମ୍ବାଇ: ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ମୂଷଳଧାରାରେ ବର୍ଷା ଲାଗିରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି। କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଆଉ କିଛି ସ୍ଥାନରେ ଝିପି ଝିପି ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ପାଣି ଜମିବାରୁ ଜାନବାହାନ ଚଳାଚଳ ବ୍ୟାହତ ହୋଇଛି।…