Below header
Browsing Tag

inauspicious

ପୂଜାଘରେ କରନ୍ତୁ ନାହିଁ ଏହି ସବୁ ଭୁଲ, ନଚେତ ଭୋଗିବାକୁ ପଡିବ ବହୁ ଅସୁବିଧା

ଭଗବାନକୁ ପୂଜା କରିବା ପାଇଁ ପ୍ରାୟତଃ ସମସ୍ତଙ୍କ ଘରେ ଏକ ପୂଜାଘର ଥାଏ । ଯାହାଦ୍ୱାରା ଭଗବାନଙ୍କୁ ପ୍ରତିଦିନ ସହଜରେ ଉପାସନା କରାଯାଇପାରିବ ଏବଂ ଘରେ ଥିବା ସକରାତ୍ମକ ଶକ୍ତି ବଜାୟ ରହିବ । କିନ୍ତୁ ଅନେକ ଥର ପୂଜାଘର ସହ ଜଡିତ ଭୁଲ୍ ଯୋଗୁଁ ଆମର ଅନେକ କ୍ଷତି ହୋଇଥାଏ । ଏହି ଭୁଲ ଯୋଗୁଁ ଭଗବାନ…

ପିତୃପକ୍ଷରେ ନୂଆ ପୋଷାକ, ଗାଡ଼ି, ଗହଣା କିଣିବା ଶୁଭ ନା ଅଶୁଭ, ଜାଣନ୍ତୁ କ’ଣ କହେ ଶାସ୍ତ୍ର

ପିତୃପକ୍ଷ ବା ଶ୍ରାଦ୍ଧପକ୍ଷକୁ ନେଇ ଅଧିକାଂଶ ଲୋକଙ୍କ ଧାରଣା ଥାଏ ଯେ ଏହି ସମୟ ଅତ୍ୟନ୍ତ ଅଶୁଭ ହୋଇଥାଏ। ଏ ଅବସରରେ କୌଣସି ଜିନିଷ କିଣିବା ଅନୁଚିତ। କାରଣ ଏହି ସମୟରେ ପୂର୍ବପୁରୁଷ ପୃଥିବୀକୁ ପରିଜନଙ୍କ ସହ ରହିବାକୁ ଆସିଥାନ୍ତି। ଏଣୁ ଏହି ସମୟରେ କିଛି ନୂଆ ଜିନିଷ କିଣାକିଣି କରିବାକୁ କିଛି…

୮ ଟି ଭୟଙ୍କର ସ୍ବପ୍ନ ! ଯାହା କହିଥାଏ ଖୁବ ଶୀଘ୍ର ଆପଣଙ୍କ ସହ ହୋଇପାରେ କିଛି ଖରାପ

ସ୍ବପ୍ନ ସମସ୍ତେ ଦେଖନ୍ତି । କୁହାଯାଏ କିଛି ସ୍ବପ୍ନ ଶୁଭ ସଂକେତ ଦେଇଥାଏ ଆଉ କିଛି ସ୍ବପ୍ନ ଅଶୁଭ ଘଟଣା ଆଡକୁ ଇସାରା କରିଥାନ୍ତି । ବିଶ୍ୱାସ ରହିଛି ଯେତେବେଳେ ଆମେ ଗଭୀର ନିଦରେ ଥାଉ ସେତେବେଳେ ସ୍ବପ୍ନ ଆମକୁ ଭବିଷ୍ୟତରେ ହେବାକୁ ଯାଉଥିବା ଘଟଣା ବିଷୟରେ ପ୍ରଥମରୁ ହିଁ ସଚେତ କରିଦେଇଥାଏ।…