ଇଂଲଣ୍ଡକୁ ୭ ରନ୍ରେ ହରାଇଲା ଭାରତ, ୨-୧ ରେ କବ୍ଜା କଲା ଦିନିକିଆ ସିରିଜ
ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ମ୍ୟାଚ୍ରେ ଆଜି ଭାରତ ୭ ରନ୍ରେ ଇଂଲଣ୍ଡକୁ ହରାଇ ୨-୧ ରେ ଦିନିକିଆ ସିରିଜ କବ୍ଜା କରିଛି । ୩୩୦ ରନ୍ର ଲକ୍ଷ୍ୟ ନେଇ ଇଂଲଣ୍ଡ ଖେଳ ଆରମ୍ଭ କରିଥିବ ବେଳେ ସମସ୍ତ ୫୦ ଓଭର ଖେଳି ୯ ଓ୍ଵିକେଟରେ ୩୨୨ ରନ୍ ସଂଗ୍ରହ କରିପାରିଛି । ଫଳରେ ୭ ରନ୍ରେ ଇଂଲଣ୍ଡ ଆଜି…