Below header
Browsing Tag

IND vs NAM

ନାମିବ୍ୟା ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ୍‌କୁ ମୁଣ୍ଡରେ ଛୁଇଁଲେ ଋଷଭ ପନ୍ତ, ଭାଇରଲ ହେଉଛି ଭିଡିଓ

ଟିମ୍‌ ଇଣ୍ଡିଆର ଓ୍ଵିକେଟକିପର ତଥା ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ନାମିବ୍ୟା ବିପକ୍ଷ ମ୍ୟାଚରେ ବ୍ୟାଟକୁ ନେଇ ଏମିତି ସମ୍ମାନ ଦେଖାଇଛନ୍ତି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ନାମିବ୍ୟା ବ୍ୟାଟ୍ସମ୍ୟାନ ରନ ନେବା ବେଳେ ବ୍ୟାଟକୁ ଡାଇଭ ମାରିବା ସମୟରେ ବ୍ୟାଟିଟି ପନ୍ତଙ୍କ ଗୋଡ ତଳେ…

ଆଉ କିଛି ଲାଭ ନାହିଁ, ଆଜି କେବଳ ଔପଚାରିକ ଭାବେ ନାମିବ୍ୟା ସହିତ ଖେଳିବ ଟିମ୍‌ ଇଣ୍ଡିଆ

ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସୁପର-୧୨ ରାଉଣ୍ଡ୍‌(ଗ୍ରୁପ୍‌-୨) ଶେଷ ମ୍ୟାଚ୍‌ରେ ଭାରତ ଓ ନାମିବ୍ୟା ପରସ୍ପରକୁ ଭେଟିବେ । ସେମି ଫାଇନାଲ ରେ ଖେଳିବାକୁ ଥିବା ୪ଟି ଟିମ୍‌ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ହୋଇସାରିଥିବାରୁ ଏହି ମ୍ୟାଚ୍‌ କେବଳ ଔପଚାରିକ ଭାବେ ଖେଳାଯିବ।। ଆଜିର ମ୍ୟାଚ୍‌ରେ ଭାରତ…