Browsing Tag

ind vs sa 3rd odi

ବିବାଦରେ ଫସିଲେ ବିରାଟ, ଜାତୀୟ ସଂଗୀତ ଗାନ ସମୟରେ ଚୋବାଉଥିଲେ ଚୁଇଙ୍ଗମ: ଭିଡିଓ ଭାଇରଲ

ପୁଣି ଥରେ ବିବାଦ ଘେରରେ ଫସିଗଲେ ବିରାଟ କୋହଲି। ଗତକାଲି ଅର୍ଥାତ୍‌ ରବିବାର ଦିନ ଦକ୍ଷିଣ ଆଫ୍ରିକା ବିରୋଧରେ ତୃତୀୟ ଓ ଶେଷ ଦିନିକିଆରେ ତାଙ୍କର ଏକ ଭୁଲ କାମ୍‌ ପାଇଁ ତାଙ୍କ ଫ୍ୟାନ୍ସମାନେ ରାଗି ଯାଇଛନ୍ତି । ତାଙ୍କର ଗୋଟିଏ ଭୁଲ୍‌ ପାଇଁ ଲୋକମାନେ ବିସିସିଆଇଙ୍କୁ ବିରାଟଙ୍କ ବିରୋଧରେ…

ଫ୍ୟାନ୍ସଙ୍କ ପ୍ରତୀକ୍ଷାର ଅନ୍ତ, ତୃତୀୟ ଦିନିକିଆରେ ଦେଖିବାକୁ ମିଳିଲା ବିରୁଷ୍କାଙ୍କ ଝିଅ ଭାମିକାଙ୍କ ଚେହେରା

ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଆଜି ତୃତୀୟ ଦିନିକିଆ ମ୍ୟାଚ ଖେଳାଯାଉଛି। ଟିମ୍‌ ଇଣ୍ଡିଆ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। କିନ୍ତୁ ଏହି ମ୍ୟାଚ ସମୟରେ ଟିଭି ସ୍କ୍ରିନରେ ଯାହା ଦେଖିବାକୁ ମିଳିଥିଲା, ଯାହାକୁ ଫ୍ୟାନ୍ସ ବହୁତ ପ୍ରତୀକ୍ଷା କରିଥିଲେ। ଆଜିର ମ୍ୟାଚ ଚାଲିଥିବା…