Browsing Tag

india and brazil

ସାମ୍ନାକୁ ଆସିଲା ଚୀନର ଘୃଣ୍ୟ ଚେହେରା: ପ୍ରଥମେ ଦୁନିଆର ସବୁ ପିପିଇ କିଟ୍ କିଣିଲା, ଏବେ ଚଢ଼ା ଦରରେ ବିକୁଛି

କରୋନା ମହାମାରୀ ସଙ୍କଟ ମଧ୍ୟରେ ପୁଣିଥରେ ଚୀନର ଘୃଣ୍ୟ ଚେହେରା ସାମ୍ନାକୁ ଆସିଛି। ଆମେରିକାର ଅଭିଯୋଗ ଅନୁସାରେ ଚୀନ ଏବେ ପିପିଇ କିଟ୍ ଅଧିକ ଦାମରେ ବିକ୍ରି କରୁଛି। ଆମେରିକା ରାଷ୍ଟ୍ରପତି ଭବନ ହ୍ଵାଇଟ ହାଉସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଚୀନ ଜାନୁଆରୀ ଓ ଫେବ୍ରୁଆରୀ ମାସରେ ୧୮ ଗୁଣ…