Below header
Browsing Tag

india corona death toll

ସାରା ବିଶ୍ୱରେ ରେକର୍ଡ: ଦ୍ୱିତୀୟ ଦିନ ପାଇଁ ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ଉପରେ ନୂଆ ସଂକ୍ରମଣ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୩୦ ହଜାର ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଲଗାତର ଦ୍ୱିତୀୟ ଦିନ ପାଇଁ ୩ ଲକ୍ଷ ଉପରେ ରହିଛି ସଂକ୍ରମଣ । ଯାହାକି ସାରା ବିଶ୍ୱରେ ରେକର୍ଡ । କୌଣସି ଦେଶରେ ଲଗାତର ଦ୍ୱିତୀୟ ଦିନ ଧରି ୩ଲକ୍ଷ ଉପରେ କରୋନା ସଂକ୍ରମଣ ରହିବା ପ୍ରଥମ । ଯଦି ଏହି…

ଦେଶରେ ପୁଣି ୨ ଲକ୍ଷ ୯୪ ହଜାର ନୂଆ ପଜିଟିଭ୍‌ ଚିହ୍ନଟ, ଆଜି ପର୍ଯ୍ୟନ୍ତ ହେଉଥିବା ଦୈନିକ ସଂକ୍ରମଣରେ ଏ ସଂଖ୍ୟା…

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ମୁହାଁ । ଗତ ୨୪ ଘଣ୍ଟାେରେ ଦେଶରେ ୨ ଲକ୍ଷ ୯୪ ହଜାର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ହେଉଥିବା ଦୈନିକ ସଂକ୍ରମଣରେ ଏ ସଂଖ୍ୟା ବିଶ୍ୱରେ ଦ୍ୱିତୀୟ । ଜାନୁଆରୀ ୮ ତାରିଖରେ ଆମେରିକାରେ ୩ ଲକ୍ଷ ୭ ହଜାର ୫୭୦ ପଜିଟିଭ ଚିହ୍ନଟ…

ଗତ ୧୨ ଦିନ ମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ ହାର ଦ୍ୱିଗୁଣିତ: ଆଜି ଦିନକରେ ୨ଲକ୍ଷ ୭୩ ହଜାର ୮୧୦ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ସାଂଘାତିକ ହେଉଛି କରୋନା ସ୍ଥିତି । ସଂକ୍ରମଣ ସହ ବଢୁଛି ମୃତ୍ୟୁ ସଂଖ୍ୟା । ଦେଶରେ ଦିନକରେ ୨ଲକ୍ଷ ୭୩ ହଜାର ୮୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ କରୋନାରେ ୧୬୧୯ ଜଣଙ୍କ ମୃତ୍ୟୁ ହୋଇଛି । ଲଗାତର ପଞ୍ଚମ ଦିନରେ ୨ ଲକ୍ଷ ଉପରେ ପଜିଟିଭ୍‌ ଆସୁଛି । ଏବେ…

ଦେଶରେ ୭୨ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ଯା: ୨୪ ଘଣ୍ଟାରେ ୬୩,୫୦୯ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ୭୨ଲକ୍ଷ ଟପିଲା କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୬୩ହଜାର ୫୦୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୩୦ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌।india ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨ ଲକ୍ଷ ୩୯ ହଜାର ୩୯୦ରେ ପହଞ୍ଚିଛି ।…

ଦେଶରେ ୨୪ ଘଣ୍ଟାରେ ୧୧୩୩ ଜୀବନ ନେଇଛି କରୋନା ଭାଇରସ୍

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଇଛି କରୋନା । ଗତ ୨୪ ଘଣ୍ଟାରେ ଦେଶରେ ୧୧୩୩ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ଦେଶର ମୃତ୍ୟୁ ସଂଖ୍ୟା ୭୨ ହଜାର ୭୭୫ରେ ପହଞ୍ଚିଥିବା ବେଳେ ଦେଶର ମୃତ୍ୟୁ ହାର ୧ ଦଶମକି ୭୦ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୭୫ ହଜାର ୮୦୯ ଜଣ କରୋନା…