ପ୍ରସ୍ତୁତ ବାରବାଟୀ ମୈଦାନ, ଆଜି ଅପରାହ୍ନରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ ଟିମ୍
କଟକ : ଆଜି ବାରବାଟୀ ମହାସମର। ସୁପର ସଣ୍ଡେରେ ହେବ ସୁପର ମୁକାବିଲା । ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ବିତୀୟ ଏକ ଦିବସୀୟ ମ୍ୟାଚ୍ । ଅପରାହ୍ନ ସାଢେ ଗୋଟାଏରୁ ମ୍ୟାଚ ଆରମ୍ଭ ହେବ । ନାଗପୁରରେ ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ ରେ ଆଗୁଆ ଅଛି ଟିମ ଇଣ୍ଡିଆ । ବାରବାଟୀ…