Browsing Tag

INDIA-ENGLAND 4TH TEST

ଚତୁର୍ଥ ଟେଷ୍ଟ : ଅର୍ଦ୍ଧଶତକ କରି କୋହଲି ଆଉଟ୍

ଲଣ୍ଡନ : ୨୪୫ ରନର ବିଜୟ ଲକ୍ଷ୍ୟ ନେଇ ଚତୁର୍ଥ ଟେଷ୍ଟ ଜିତିବାକୁ ଲଢ଼େଇ ଜାରି ରଖିଛି ଭାରତୀୟ ଦଳ । ଅଧିନାୟକ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରି ଆଉଟ୍ ହେବା ପରେ ଚିନ୍ତାରେ ପଡ଼ିଛି ଦଳ । ପ୍ରଥମରୁ ଖୁବ୍ କମ୍ ରନ୍ ଭିତରେ ତିନିଟି ୱିକେଟ୍ ପଡ଼ିଯିବା ପରେ ଏହି ଦୁଇ ବ୍ୟାଟ୍ସମ୍ୟାନ୍ ୧୦୧ ରନ୍…

ଚତୁର୍ଥ ଟେଷ୍ଟ : ଟାର୍ଗେଟ ୨୪୫ ରନର ପିଛା କରୁଛି ଭାରତ, ହାରିବ ନା ଜିତିବ ?

ଲଣ୍ଡନ : ଚତୁର୍ଥ ଟେଷ୍ଟ ଜିତିବାକୁ ଭାରତ ଆଗରେ ଘରୋଇ ଇଂଲଣ୍ଡ ଦଳ ରଖିଛି ୨୪୫ ରନର ଟାର୍ଗେଟ୍ । ତେବେ ଏହାର ପିଛା କରୁଥିବା ବିରାଟ ବାହିନୀକୁ ପ୍ରଥମରୁ ଝଟକା ଦେଇଛନ୍ତି ଇଂଲଣ୍ଡ ପେସ୍ ବୋଲର୍ । ଦୁଇ ଓପ୍ନରଙ୍କ ସମେତ ପ୍ରଥମ ଇନିଂସରେ ଚମତ୍କାର ଶତକ କରି ଶେଷ ପର୍ଯନ୍ତ ଅପରାଜିତ ରହିଥିବା…

ମିଳିତ ପ୍ରଦର୍ଶନ ଭାରତକୁ ଓଭାଲ ଟେଷ୍ଟରେ ଜିତାଇ ପାରିବ

ନଟିଂହାମ୍ : ଚତୁର୍ଥ ଟେଷ୍ଟରେ ଆଜି ବିନା ଓ୍ଵିକେଟରେ ୬ ରନରୁ ଖେଳ ଆରମ୍ଭ କରିବ ଇଂଲିଶ ବାହିନୀ । ଚେତେଶ୍ୱର ପୂଜାରାଙ୍କ ଶତକ ବଳରେ ଭାରତ ପ୍ରଥମ ଇନିଂସରେ ୨୭ ରନରେ ଅାଗୁଅଆ ରହିଛି । ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଛି ଘରୋଇ ଦଳ । ଗତକାଲି ଭାରତ ପ୍ରଥମ ଇନିଂସରେ ୨୭୩ ରନରେ ଅଲ୍ ଆଉଟ୍…

ଚତୁର୍ଥ ଟେଷ୍ଟ : ପୂଜାରାଙ୍କ ଲଢୁଆ ଶତକ ଟିମ୍ ଇଣ୍ଡିଆ ସମ୍ମାନ ରଖିଲା

ଲଣ୍ଡନ : ୩ ନମ୍ବର ବ୍ୟାଟ୍ସମ୍ୟାନ୍ ଚେତେଶ୍ବର ପୂଜାରା ଦଳର ସମ୍ମାନ ରଖିଲେ । ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଆଜି ସେ ଲଢୁ୍ଆ ଶତକ କରି ଦଳକୁ ଲିଡ୍ ଦେଇଛନ୍ତି । ତାଙ୍କ ଧୈର୍ଯପୂର୍ଣ୍ଣ ବ୍ୟାଟିଂ ଏକଦମ ସମୟୋପଯୋଗୀ ଥିଲା । ଯାହାଫଳରେ ଭ୍ରମଣକାରୀ ଦଳ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୨୪୬ ରନକୁ…

ଚତୁର୍ଥ ଟେଷ୍ଟ : ପୂଜାରାଙ୍କ ଲଢୁଆ ଅର୍ଦ୍ଧଶତକ, କୋହଲି ବଞ୍ଚିତ

ଲଣ୍ଡନ : ଚତୁର୍ଥ ଟେଷ୍ଟର ଦ୍ବିତୀୟ ଦିନରେ ଅର୍ଦ୍ଧଶତକ ହାସଲ କରି ଲଢ଼େଇ ଜାରି ରଖିଛନ୍ତି ଚେତେଶ୍ବର ପୂଜାରା । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଛନ୍ତି । ୯୨ ରନର ଭାଗିଦାରୀ ପରେ କୋହଲି ୪୬ ରନ୍ କରି କୁରାନଙ୍କ ବଲରେ କୁକଙ୍କ ଦ୍ବାରା କ୍ୟାଚ୍ ଆଉଟ୍ ହୋଇଥିଲେ ।…

ଆଜିଠାରୁ ଓଭାଲ ଟେଷ୍ଟ : ବିରାଟଙ୍କ ଆସ୍ଥା ଖେଳାଳିଙ୍କ ଉପରେ

ଲଣ୍ଡନ୍ : ଆଜିଠାରୁ ଓଭାଲରେ ଖେଳାଯିବ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମ୍ୟାଚ୍ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଘରୋଇ ଇଂଲଣ୍ଡ ଦଳ ଏବେ ଆଗୁଆ ରହିଛି । ତେବେ ୩ୟ ଟେଷ୍ଟରେ ଧମାକାଦାର ବିଜୟ ହାସଲ କରି ସିରିଜକୁ ଫେରିଛି ବିରାଟ ବାହିନୀ । ତେଣୁ ଚତୁର୍ଥ ଟେଷ୍ଟ ଜିତି ସିରିଜ ସମାନ ସ୍ତରକୁ…