Browsing Tag

India-England match

ଆଉ କିଛି ସମୟ ପରେ ଆରମ୍ଭ ହେବ ବାରବାଟୀ ମହାସମର, ଏବେଠୁ ଷ୍ଟାଡିୟମ ବାହାରେ ଦର୍ଶକଙ୍କ ଖଚାଖଚ ଭିଡ଼

କଟକ : ଆଉ ଅଢ଼େଇ ଘଣ୍ଟାର ଅପେକ୍ଷା । ଆରମ୍ଭ ହେବ ବାରବାଟୀ ମହାସମର। ସୁପର ସଣ୍ଡେରେ ହେବ ସୁପର ମୁକାବିଲା । ମୁହାଁମୁହି ହେବେ ରୋହିତ ଓ ବଟଲର ବାହିନୀ । ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ବିତୀୟ ଏକ ଦିବସୀୟ ମ୍ୟାଚ୍ । ଅପରାହ୍ନ ସାଢେ ଗୋଟାଏରୁ ମ୍ୟାଚ ଆରମ୍ଭ ହେବ । ଚମତ୍କାର ପାଗ,…

ବାରବାଟୀରେ ଇଣ୍ଡିଆ-ଇଂଲଣ୍ଡ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, ଅପରାହ୍ଣ ସାଢେ଼ ୧୨ଟାରେ କଟକରେ ପହଞ୍ଚିବେ

ଇଣ୍ଡିଆ-ଇଂଲଣ୍ଡ ମ୍ୟାଚ ପାଇଁ ପ୍ରସ୍ତୁତ ବାରବାଟୀ । ବ୍ୟାଟରଙ୍କ ବ୍ୟାଟରୁ ଚଉକା, ଛକାର ବର୍ଷା ଦେଖିିବାକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । କେବେଳ ଫ୍ୟାନ୍ସ ନୁହେଁ ମ୍ୟାଚ୍ ଦେଖିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଇଣ୍ଡିଆ-ଇଂଲଣ୍ଡ ବାରବାଟି ଲଢେଇ ଦେଖିବା ପାଇଁ ଆସିବେ ମୁଖ୍ୟମନ୍ତ୍ରୀଙ୍କ ସମେତ…

ଫେବୃଆରୀରେ ବାରବାଟିରେ ଖେଳାଯିବ ଇଣ୍ଡିଆ-ଇଂଲଣ୍ଡ ମ୍ୟାଚ୍, ସ୍ଥିର ହେଲା ଟିକେଟ ଦାମ୍

କଟକ : ଆସନ୍ତା ବର୍ଷ ଫେବୃଆରୀ ମାସ ୯ ତାରିଖରେ ବାରବାଟି ଷ୍ଟାଡିୟମରେ ଖେଳାଯିବ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ । ଏଥିରେ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯିବ ମ୍ୟାଚ୍। ମ୍ୟାଚ୍ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନର ସ୍ଵତନ୍ତ୍ର ସାଧାରଣ ପରିଷଦ ବୈଠକ ବସିଛି । ବୈଠକରେ ସମସ୍ତ ବରିଷ୍ଠ…

ଟି୨୦ ବିଶ୍ବକପ୍: ଭାରତ-ଇଂଲଣ୍ଡ ଲଢ଼େଇ, ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ

ଆଜି ଭାରତ-ଇଂଲଣ୍ଡ ଟି୨୦ ବିଶ୍ବକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ । ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ହାରି ନାହିଁ ଭାରତ । ଏପଟେ ଇଂଲଣ୍ଡ ୨ଟି ମ୍ୟାଚରେ ପରାଜୟର ସାମ୍ନା କରିଛି ।  ଅର୍ଥାତ୍ ୨୦୨୨ ବିଶ୍ବକପ ଭଳି ଲୟରେ ନାହିଁ…

ହକି ବିଶ୍ବକପ୍‌: ଶୀର୍ଷ ସ୍ଥାନ ପାଇଁ ଲଢ଼େଇ, ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆଜି ଭାରତ-ଇଂଲଣ୍ଡ ଟକ୍କର

ରାଉରକେଲା (କେନ୍ୟୁଜ): ହକି ବିଶ୍ୱକପରେ ଆଜି ଭାରତ-ଇଂଲଣ୍ଡ ମୁକାବିଲା । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ବିଶ୍ୱ ରାକିଂ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି ଇଂଲଣ୍ଡ । ଷଷ୍ଠ ସ୍ଥାନରେ ରହିଛି ଭାରତ । ଗ୍ରୁପ୍‌-ଡିର ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ କଡ଼ା…