Browsing Tag

INDIA-ENGLAND TEST SERIES POSTMERTEM

ଇଂଲଣ୍ଡ ମାଟିରେ ବିରାଟ ବ୍ରିଗେଡ୍ ଫେଲ୍ : ଟିମ୍ ଇଣ୍ଡିଆ ପରାଜୟର ପୋଷ୍ଟମର୍ଟମ୍

ଓଭାଲ୍ ଟେଷ୍ଟରେ ଲଢେଇ କରି ହାରିଲା ଟିମ୍ ଇଣ୍ଡିଆ । ୧୧୮ ରନରେ ମ୍ୟାଚ ଜିତିବା ସହ ସିରିଜକୁ ୪-୧ରେ କବଜାରେ କଲା ଇଂଲଣ୍ଡ । ୪୬୪ ରନରେ ବିଶାଳ ଲକ୍ଷ୍ୟ ଅସମ୍ଭବ ମନେ ହେଉଥିଲେ ବି ବିଜୟ ଆଶା ସଞ୍ଚାର କରିଥିଲେ ଲୋକେଶ ରାହୁଲ ଓ ଋଷଭ ପନ୍ଥ । ଦୁହେଁ ଶତକୀୟ ଇନିଂସ ଖେଳିଲେ । ୨ ଶହ ରନରୁ ଅଧିକ…