Browsing Tag

india innings

ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୩୪୮ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ହାମିଲଟନ୍‌ : ଚାରି ନମ୍ବର ବ୍ୟାଟ୍‌ସମ୍ୟାନ୍‌ ଶ୍ରେୟସ ଆୟର ନିଜର ପ୍ରଥମ ଦିନିକିଆ ଶତକ ଅର୍ଜନ କରିଛନ୍ତି । ତାଙ୍କର ଶତକ ଏବଂ ଅଧିନାୟକ ବିରାଟ କୋହଲି ଓ ଫର୍ମରେ ଥିବା କେ.ଏଲ୍‌ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ କରିଛି ୪ ଓ୍ଵିକେଟ୍‌ରେ ୩୪୭ ରନ୍‌ । ଫଳରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଜିତିବା…