Browsing Tag

india lost to bangladesh

ଶେଷରେ ବୃଥା ହୋଇଗଲା ଆହତ ରୋହିତ ଶର୍ମାଙ୍କ ଲଢ଼େଇ, ବାଂଲାଦେଶ ଠାରୁ ୫ ରନ୍‌ରେ ହାରିଗଲା ଭାରତ

ଢାକା : ଭାରତକୁ ୫ ରନ୍‌ରେ ହରାଇଲା ବାଂଲାଦେଶ ଏହା ସହିତ ଦିନିକିଆ ସିରିଜ୍‌କୁ ୨-୦ରେ ଜିତି ନେଲା । ଆଜି ଖେଲା ଯାଇଥିବା ଦ୍ୱିତୀୟ ଦିନିକିଆରେ ବଡ଼ ବଡ଼ିଆ ସବୁ ଫେଲ ମାରିଲେ । ତେବେ ଆହତ ଥିବା ସତ୍ତ୍ୱେ ଶେଷ ଭାଗରେ ଅଧିନାୟକ ରୋହିତ ଶର୍ମା ଲଢ଼େଇ କରି ମଧ୍ୟ ଦଳକୁ ଜିତାଇ ପାରିଲେ ନାହିଁ ।…