Browsing Tag

India on ukraine-war

ଜାତିସଂଘରେ ନିଜର ଆଭିମୁଖ୍ୟ ଦୋହରାଇଲା ଭାରତ, ଶାନ୍ତି ପାର୍ଶ୍ୱରେ ଭାରତ ବୋଲି ସ୍ପଷ୍ଟ କଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ : ଶାନ୍ତି ପାର୍ଶ୍ୱରେ ଭାରତ । ରୁଷ୍ - ୟୁକ୍ରେନ୍ ଯୁଦ୍ଧକୁ ନେଇ ଜାତିସଂଘରେ ନିଜର ଆଭିମୁଖ୍ୟ ଦୋହରାଇଛି ଭାରତ । ୭୭ତମ ଜାତିସଂଘ ସାଧାରଣ ଅଧିବେଶନରେ ଯୋଗ ଦେଇ ଜୟଶଙ୍କର କହିଛନ୍ତି କୂଟନୀତି ଜରିଆରେ ଯୁଦ୍ଧ ପରିସମାପ୍ତି ହେବାର ଆବଶ୍ୟକତା ରହିଛି । ବୈଦେଶିକ ମନ୍ତ୍ରୀ କହିଛନ୍ତି…