Browsing Tag

India stopped Iranian oil

ଇରାନରୁ ତେଲ କିଣିବା ବନ୍ଦ କଲା ଭାରତ

ୱାସିଂଟନ: ଭାରତ ତରଫରୁ ଇରାନରୁ ତେଲ କିଣିବା ବନ୍ଦ କରିଦିଆଯାଇଛି। ଆମେରିକା ପକ୍ଷରୁ ଦିଆଯାଇଥିବା ରିହାତି ସମୟ ଶେଷ ହୋଇଯିବା ପରେ ଭାରତ ଇରାନରୁ ତେଲ କିଣିବା ବନ୍ଦ କରିଦେଇଥିବା ଜଣାପଡିଛି। ଆମେରିକା ଚାପରେ ଭାରତ ଏଭଳି ନିଷ୍ପତ୍ତି ନେଇଛି କି ନାହିଁ ତାହା ଏଯାଏଁ ସ୍ପଷ୍ଟ…