ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ
କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ । ଗ୍ରୁପ୍ ଏବଂ ସୁପର ଏଇଟରେ ସବୁ ମ୍ୟାଚ୍ ଜିତି ସେମିଫାଇନାଲକୁ ଆସିଛି ଭାରତ । ସେପଟେ ବର୍ତ୍ତମାନ ଚାମ୍ପିଅନ୍ ଇଂଲଣ୍ଡ ଦଳ ଦୁଇ ନମ୍ବର ଗ୍ରୁପରେ ଦ୍ୱିତୀୟ ସ୍ଥାନରେ ରହିଥିଲା ।…