Browsing Tag

india vs new zeland odi series

କୋହଲିଙ୍କ ଅଧିନାୟକତ୍ୱରେ ଏମିତି ହେଲା ପ୍ରଥମଥର, ସିରିଜ୍‌ର ସବୁ ମ୍ୟାଚ୍‌ ହାରିଲା ଭାରତୀୟ ଦଳ

ମୌଙ୍ଗାନୁଇ (ନ୍ୟୁଜିଲାଣ୍ଡ) : କେ.ଏଲ୍‌ ରାହୁଲଙ୍କ ଶତକ ବେକାର, ଶ୍ରେୟଶ ଆୟରଙ୍କ ଅର୍ଦ୍ଧଶତକ ବେକାର ଗଲା । କାରଣ ଗପ୍‌ଟିଲ, ନିକୋଲସ ଓ ଗ୍ରାଣ୍ଡହୋମ୍‌ଙ୍କ ଅର୍ଦ୍ଧଶତକ ତୃତୀୟ ତଥା ଶେଷ ଦିନିକିଆରେ ନ୍ୟୁଜିଲାଣ୍ଡକୁ ବିଜୟୀ କରାଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟ୍‌ରେ ୨୯୬ ରନ୍‌…

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ପୃଥ୍ଵୀ ସ ଓ ମୟଙ୍କ ଅଗ୍ରଓ୍ଵାଲ ଇନିଂସ୍‌ ଓପନ୍‌ କରିବେ : ବିରାଟ କୋହଲି

ନ୍ୟୁଜିଲାଣ୍ଡ ସହ ସରିଛି ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ । ଏବେ ଫୋକସ୍‌ ଦିନିକିଆ ସିରିଜ୍‌ ଉପରେ । କାଲିଠାରୁ ଆରମ୍ଭ ହେବ ତିନି ମ୍ୟାଚ୍‌ର ଦିନିକିଆ ସିରିଜ୍‌ । ଏହି ସିରିଜ୍‌ ପାଇଁ ଭାରତୀୟ ଦଳରୁ ଆହତ ରୋହିତ ଶର୍ମା ବାଦ୍‌ ପଡ଼ିଥିବା ବେଳେ ଦୁଇ ଯୁବ ଓପ୍ନର ପୃଥ୍ଵୀ ସ ଏବଂ ମୟଙ୍କ…