ଅଭ୍ୟାସ ମ୍ୟାଚ୍ରେ ଜଲଓ୍ଵା ଦେଖାଇଲେ ବିହାରୀ ଓ ପୂଜାରା
ହାମିଲଟନ୍ : ପୁରୁଣା ଫ୍ଲପ୍ ମାରିଲେ । ନୂଆ ଆସି ଚମତ୍କାର ବ୍ୟାଟିଂ କଲେ । ଟେଷ୍ଟ ମ୍ୟାଚ୍ ପୂର୍ବରୁ ଆଜି ଏଠାରେ ନ୍ୟୁଜିଲାଣ୍ଡ ଏକାଦଶ ସହିତ ଆରମ୍ଭ ହୋଇଛି ଭ୍ରମଣକାରୀ ଭାରତୀୟ ଦଳର ତନି ଦିନିଆ ଅଭ୍ୟାସ ମ୍ୟାଚ୍ । ପ୍ରଥମେ ବ୍ୟାଟିଂ କରି ପ୍ରଥମ ପାଳିରେ ଭାରତୀୟ ଦଳ ୨୬୩ ରନ୍ କରି…