୨୬ କିଲୋ ଓଜନ କମାଇ ଫଟୋ ଶେୟାର କଲେ ମା’ ସାନିଆ, ଫ୍ୟାନ୍ମାନଙ୍କ ଉଦ୍ଦେଶ୍ୟରେ କହିଲେ ଏମିତି କଥା
ମା’ ହେବା ପରେ ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜାଙ୍କ ଓଜନ ୮୯ କିଲୋ ପଯ୍ୟର୍ନ୍ତ ପହଞ୍ଚିଯାଇଥିଲା। ଏବେ ସାନିଆ ଶେୟାର କରିଥିବା ଫଟୋରେ ନିଜ ଓଜନକୁ ହ୍ରାସ କରିଥିବା ବିଷୟରେ ଫ୍ୟାନ୍ମାନଙ୍କୁ ଜଣାଇଛନ୍ତି। ବର୍ତ୍ତମାନ ମା’ ସାନିଆଙ୍କ ଓଜନ ୬୩ କିଲୋ ହୋଇଯାଇଛି।
ସୋମବାର ଏହି…