ଇତିହାସ ରଚିଲେ ରୋହନ ବୋପନ୍ନା, ଅଷ୍ଟ୍ରେଲିଆ ଓପନ ସେମିଫାଇନାଲରେ ସ୍ଥାନ କଲେ ପକ୍କା

ଭାରତୀୟ ଟେନିସ ଷ୍ଟାର ରୋହନ ବୋପନ୍ନା ଇତିହାସ ରଚିଛନ୍ତି । ରୋହନ ଏବଂ ମେଟ ଏବଡେନ ଅଷ୍ଟ୍ରେଲିଆ ଓପନ ସେମିଫାଇନାଲରେ ପହଞ୍ଚିଛନ୍ତି । ୪୪ ବର୍ଷୀୟ ରୋହନ ଏବଂ ମେଟ କ୍ୱାଟରଫାଇନାଲ ମ୍ୟାଚରେ ୬-୪,୭-୬ ଜିତି ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ।

ଅଷ୍ଟ୍ରେଲିଆ ଓପନ କ୍ୱାଟରଫାଇନାଲ ମ୍ୟାଚରେ ରୋହନ ଏବଂ ମେଟଙ୍କ ସାମ୍ନାରେ ଆର୍ଜେଣ୍ଟିନାର ମେକ୍ସିମୋ ଗୋଜାଲେଜ ଏବଂ ଆନ୍ଦ୍ରେସ ମେଲଟେନୀ ଖେଳୁଥିଲେ । କିନ୍ତୁ ରୋହନ ଏବଂ ମେଟଙ୍କ ତାଙ୍କୁ ମାତ ଦେଇ ସେମିଫାଇନାଲରେ ପହଞ୍ଚିଛନ୍ତି ।

ଏହା ପୂର୍ବରୁ ରୋହନ ଏବଂ ଅଷ୍ଟ୍ରେଲୀୟ ଖେଳାଳି ମେଟଙ୍କ ଯାଡି ନେଦରଲାଣ୍ଡର ବେସ୍ଲୀ କୁଲହୋଫ ଏବଂ କ୍ରୋଏସିଆର ନିକୋଲା ମେକାଟିକ ଯୋଡିକୁ ସିଧା ସେଟରେ ହରାଇଥିଲା ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.