ଇନ୍ଦ୍ର ଉତ୍ସବ ପାଇଁ ପ୍ରକମ୍ପିତ ହେଲା ଗାଁ ଦାଣ୍ଡ, ଭଜନ କୀର୍ତ୍ତନରେ ଉତ୍ସବ ମୁଖର ହେଇଥିଲା ମନ୍ଦିର ପ୍ରାଙ୍ଗଣ
ଆମ ସଂସ୍କୃତିରେ ରହିଛି ଅନେକ ପର୍ବପର୍ବାଣୀ । ଏହି ପର୍ବ ପର୍ବାଣୀ ମଧ୍ୟରୁ ଇନ୍ଦ୍ର ଉତ୍ସବ ଅନ୍ୟତମ । ବାର ମାସରେ ତେର ପୂଜା ହୋଇଥାଏ । ଆଉ ଖୁବ କମ ଲୋକ ହିଁ ଇନ୍ଦ୍ରଙ୍କ ପୂଜା କରନ୍ତି । ତେବେ ଇନ୍ଦ୍ର ବା ଇନ୍ଦ୍ରଦେବ ହେଉଛନ୍ତି ବର୍ଷାର ଦେବତା । ହିନ୍ଦୁ ଧର୍ମରେ ସମସ୍ତ ଦେବଦେବୀଙ୍କ ରାଜା…