Browsing Tag

inspirational story

ଦୁଇ ସାଙ୍ଗ ମିଶି ପ୍ରସ୍ତୁତ କଲେ ‘ଏୟାର ପଲ୍ୟୁଶନ କଣ୍ଟ୍ରୋଲର’, ୮୦୦ ଫୁଟ୍‌ ଉଚ୍ଚ ପ୍ରଦୂଷଣକୁ ରୋକିପାରିବ ଏହି ଯନ୍ତ୍ର

ବାୟୁ ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ଦୁଇଜଣ ସାଙ୍ଗ ମିଶି ପ୍ରସ୍ତୁତ କରିଛନ୍ତି ‘ଏୟାର ପଲ୍ୟୁଶନ କଣ୍ଟ୍ରୋଲର’। ଚଣ୍ଡୀଗଡ଼ର ସେକ୍ଟର-୨୭ରେ ରହୁଥିବା ଏହି ଦୁଇ ସାଙ୍ଗ ହେଲେ ମନୋଜ ଜେନା ଓ ନୀତିନ ଆହଲୁଓ୍ଵାଲିୟା। ସେମାନେ ପଲ୍ୟୁଶନ କଣ୍ଟ୍ରୋଲରର ନାଁ ରଖିଛନ୍ତି ‘କ୍ଷଲ୍‌’। ଏହା ଏକ ସଂସ୍କୃତ…

ଦୃଢ଼ ଇଚ୍ଛାଶକ୍ତିକୁ ସଲାମ୍‌: ଦୁର୍ଲ୍ଲଭ ରୋଗରେ ପୀଡ଼ିତ ଥାଇ ବି ଅକ୍ସିଜେନ୍‌ ସିଲିଣ୍ଡର ଲଗାଇ ଦେଲେ IAS ପରୀକ୍ଷା!

କେରଳର ଥିରୁଅନନ୍ତପୁରମ୍‌ରେ ଏକ ଆବେଗଭରା ଘଟଣା ସାମ୍ନାକୁ ଆସିଛି। IAS ହେବାର ସ୍ୱପ୍ନ ଦେଖୁଥିବା ଜଣେ ଯୁବତୀ ଅକ୍ସିଜେନ୍‌ ସିଲିଣ୍ଡର ସହ ପରୀକ୍ଷା ହଲ୍‌ରେ ପରୀକ୍ଷା ଦେଇଛନ୍ତି। କୋଟ୍ଟାୟମ୍‌ରେ ରହୁଥିବା ୨୪ ବର୍ଷୀୟା ଏହି ଯୁବତୀ ହେଉଛନ୍ତି ଲତିଶା ଅଂସାରୀ। ସେ ଏକ ଦୁର୍ଲ୍ଲଭ ରୋଗରେ ପୀଡ଼ିତ।…