Browsing Tag

instagram video

‘ମେରା ଦିଲ୍‌ ୟେ ପୁକାରେ ଆଜା’ ଗୀତରେ ପୁଣି ଭାଇରଲ ହେଲେ ଏହି ଛୋଟ ଝିଅ, ରାସ୍ତାରେ ଜବରଦସ୍ତ ନାଚିଲେ: ଦେଖନ୍ତୁ ଭିଡିଓ

ଏବେ ଇଣ୍ଟରନେଟରେ ‘ମେରା ଦିଲ୍‌ ୟେ ପୁକାରେ ଆଜା’ରେ ପାକିସ୍ତାନୀ ଯୁବତୀଙ୍କ ଡ୍ୟାନ୍ସ ବେଶ୍‌ ଭାଇରଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ସମସ୍ତେ ଏହାକୁ ନେଇ ରିଲ୍ପ କରିବାରେ ବ୍ୟସ୍ତ ରହିଛନ୍ତି। ପାକିସ୍ତାନୀ ଯୁବତୀଙ୍କ ଡ୍ୟାନ୍ସଙ୍କୁ ସମସ୍ତେ କପି କରିବାକୁ ଚେଷ୍ଟା କରୁଛନ୍ତି। ଏହି ଗୀତ…

ଲକ୍‍ଡାଉନରେ ବିକିଙ୍କୁ କରିବାକୁ ପଡିଲା ଏପରି କାମ, ଅନ୍ୟ କଳାକାର କରୁଛନ୍ତି ଥଟ୍ଟା

କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱ ବେହାଲ । ଭାରତ ମଧ୍ୟ ଏହି ଭାଇରସ କାୟାରେ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ୨୧ ଦିନ ପର୍ଯ୍ୟନ୍ତ ଲକ୍‍ଡାଉନ ଘୋଷଣା କରିଛନ୍ତି । ଲକ୍‍ଡାଉନ ଯୋଗୁଁ ସମଗ୍ର ବଲିଉଡ ଠପ୍‍ ହୋଇପଡିଛି । ସବୁ ଫିଲ୍ମ, ସିରିଅଲ ଇତ୍ୟାଦିର ସୁଟିଂ ବନ୍ଦ ହୋଇଛି । କଳାକାରମାନେ…