Browsing Tag

insulin injection

ଖାଇବା ପରେ କମି ଯାଉଛି କି ଇନସୁଲିନ୍, ପ୍ରତିଦିନ କରନ୍ତୁ ଏହି କାମ

ଇନସୁଲିନ୍ ହେଉଛି ଏକ ହରମୋନ୍ ଯାହା ରକ୍ତରୁ ଗ୍ଲୁକୋଜକୁ କୋଷରେ ସ୍ଥାନାନ୍ତର କରେ ଏବଂ ରକ୍ତରେ ସୁଗାର ଲେବଲକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ । ଯେଉଁଠାରେ ଏହା ଶକ୍ତି ପାଇଁ ବ୍ୟବହାର ହୋଇପାରିବ । ପାନକ୍ରିଆଜ ଇନସୁଲିନ୍ ତିଆରି କରେ ଏବଂ ଏହା ମୁଖ୍ୟତଃ ଡାଇବେଟିସ ଚିକିତ୍ସା ପାଇଁ…

କେଜ୍ରିଓ୍ଵାଲଙ୍କୁ ପ୍ରତିଦିନ ଦିଆଯାଉଛି ୪ ୟୁନିଟ୍‌ ଇନ୍‌ସୁଲିନ, ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି AIIMSର ୫ ଡାକ୍ତର

ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରେ ଅଛନ୍ତି । ବର୍ତ୍ତମାନ କୋର୍ଟଙ୍କ ନିର୍ଦ୍ଦେଶ ପରେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପାଇଁ AIIMSର ୫ ଜଣିଆ ଡାକ୍ତରଙ୍କର ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି ।…

ଇନସୁଲିନ ନେବାକୁ ପଡିବନି, ଶରୀରରେ ଆପେ ଆପେ ତିଆରି ହେବ ଇନସୁଲିନ…..!

ଦୁନିଆରେ ଡାଇବେଟିକ୍ସର ମାମଲା ୫୦କୋଟିକୁ ପାର କରିସାରିଲାଣି । ଏହି ରୋଗ ଏବେ ବେଶ ମାରାତ୍ମକ ହୋଇ ଉଭାହୋଇଛି । ଯେକେହିବି ବ୍ୟକ୍ତି ବିଶେଷଙ୍କୁ ଏହି ରୋଗ ଚିନ୍ତାରେ ପକାଉଛି । ଯଦି ସୁଗାରର ମାତ୍ରା ଶରୀରରେ ବାଲାନ୍ସ ରହୁଛି ତେବେ ତ ତ୍ରାହି ଅଛି କିନ୍ତୁ ଯଦି ସୁଗାର ଲେବଲ ଅତ୍ୟଧିକ ତେବେ ତ…

ଡାଇବେଟିଜ୍‌ ରୋଗୀଙ୍କୁ ଏଣିକି ନେବାକୁ ପଡ଼ିବନି ଇନସୁଲିନ୍‌ ଇଞ୍ଜେକ୍ସନ, ବୈଜ୍ଞାନିକ ପ୍ରସ୍ତୁତ କଲେ ସହଜ ବିକଳ୍ପ

ଇନ୍‌ସୁଲିନ ଇଞ୍ଜେକ୍ସନ ନେଉଥିବା ରୋଗୀଙ୍କ ପାଇଁ ଏକ ଭଲ ଖବର ରହିଛି। ଏବେ ରୋଗୀଙ୍କୁ ଇନ୍‌ସୁଲିନ ଇଞ୍ଜେକ୍ସନ ନେବାରୁ ମୁକ୍ତି ମିଳିପାରିବ। ବୈଜ୍ଞାନିକମାନେ ଏମିତି ଏକ କ୍ୟାପସୁଲ୍‌ ପ୍ରସ୍ତୁତ କରିଛନ୍ତି, ଯାହା ଇନସୁଲିନ୍‌ ଏବଂ ଏଭଳି ଅନ୍ୟ ଔଷଧକୁ ଶରୀରରେ ପହଞ୍ଚାଇବାରେ ସକ୍ଷମ ହେବ।…